Thu. Nov 14th, 2019

ସ୍ତ୍ରୀକୁ ନୃଶଂସ ହତ୍ୟା, ସ୍ୱାମୀ ଗିରଫ

ଭୁବନେଶ୍ଵର : ପାରିବାରିକ କଳହରୁ ସ୍ତ୍ରୀକୁ ନୃଶଂସ ଭାବେ ହତ୍ୟା କରିଥିବା ସ୍ଵାମୀକୁ ପୋଲିସ ଗିରଫ କରିଛି। ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଭାଲୁମୁଣ୍ଡା ଗାଁରେ ଆଜି ଏହି ହତ୍ୟାକାଣ୍ଡ ଘଟିଛି। ସ୍ୱାମୀ ଗୋଦାବରୀଶ ସାହୁ ନିଜ ସ୍ତ୍ରୀ ରୀନାକୁ ପନିକିରେ ହାଣି ହତ୍ୟା କରିଥିବା ଜଣାପଡିଛି। ମା’ର ମୃତ୍ୟୁ ପରେ ୪ ଝିଅ ଓ ଗୋଟିଏ ପୁଅ ଅନାଥ ହୋଇଯାଇଛନ୍ତି।

Leave a Reply

Your email address will not be published. Required fields are marked *