Thu. Nov 14th, 2019

ଛାତ୍ରୀ ଅସଦାଚରଣ ଅଭିଯୋଗରେ କନ୍‌ଷ୍ଟେବଳ ଅଟକ

ଭୁବନେଶ୍ଵର : ଦୁଇଜଣ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଜଣେ ଓଏସ୍‌ଏପି କନ୍‌ଷ୍ଟେବଳକୁ ପୋଲିସ ଅଟକ ରଖିଛି। କନ୍‌ଷ୍ଟେବଳଙ୍କ ଦ୍ୱାରା ଅସଦାଚରଣ ଶିକାର ହେବା ପରେ ଉଭୟ ଛାତ୍ରୀ ପ୍ଲାଣ୍ଟସାଇଟ୍‌ ଥାନାରେ ଅଭିଯୋଗ କରିଥିଲେ। ଏହାକୁ ନେଇ ରାଉରକେଲା ପୋଲିସ ମାମଲା ରୁଜୁ କରିଥିବା ବେଳେ ସଂପୃକ୍ତ କନ୍‌ଷ୍ଟେବଳଙ୍କୁ ଅଟକ ରଖି ପଚାରାଉଚରା କରୁଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *