Thu. May 23rd, 2019
215 views

ଦଳରୁ ନିଲମ୍ବନ ହେଲେ ବରୀ ବ୍ଲକ ବିଜେଡି ସଭାପତି

ସେୟାର କରନ୍ତୁ:-

ଭୁବନେଶ୍ଵର : ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲା ବରୀ ବ୍ଲକ ବିଜେଡି ସଭାପତି
ଏସ୍‍.କେ. ସଫିକ୍‍ଉଦ୍ଦିନ୍‍ (ଟାଲି)ଙ୍କୁ ବିଜୁ ଜନତା ଦଳରୁ ଆଜି ନିଲମ୍ବନ କରିଛନ୍ତି ବୋଲି ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‍ ଇସ୍ତାହାରରେ ଜଣାଇଛନ୍ତି ।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *