Thu. May 23rd, 2019
60 views

ବାତ୍ୟାର ୧୨ ଦିନ ପରେ ଶ୍ରୀମନ୍ଦିରରେ ଜଳିଲା ବିଜୁଳି

ସେୟାର କରନ୍ତୁ:-

ଭୁବନେଶ୍ବର : ସାମୁଦ୍ରିକ ଝଡ଼ ‘ଫନି’ର ୧୨ ଦିନ ପରେ ବିଶ୍ୱ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରକୁ ଆଜି ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି । ବାତ୍ୟାରେ ଉପକୂଳ ଓଡ଼ିଶାର ବିଦ୍ୟୁତ୍‌ ଭିତ୍ତିଭୂମି ଭୁଶୁଡ଼ି ପଡ଼ିବା ସହିତ ପୁରୀରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏଥିରୁ ଶ୍ରୀମନ୍ଦିର ମଧ୍ୟ ବାଦ୍‌ ପଡ଼ି ନଥିଲା। ଆଧ୍ୟାତ୍ମିକ ସହର ପୁରୀ ସଂପୂର୍ଣ୍ଣ ରୂପେ ବିଦ୍ୟୁତ୍‌ ସଂଯୋଗରୁ ବିଚ୍ଛିନ୍ନ ହେବା ପରେ ଆଜି ପ୍ରଥମେ ଶ୍ରୀମନ୍ଦିରକୁ ପୁଣି ଥରେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଛି।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *