Thu. May 23rd, 2019
66 views

ବଜ୍ରପାତରେ ୨ ମହିଳା ମୃତ

ସେୟାର କରନ୍ତୁ:-

କଳାହାଣ୍ଡି : ଗାଁ ପୋଖରୀ ନିକଟରେ ଥିବା ପରିବା ବାଡ଼ିରୁ ଶାଗ ତୋଳିବାକୁ ଯାଇଥିବା ୨ ଜଣ ମହିଳା ଆଜି ବଜ୍ରପାତରେ ପ୍ରାଣ ହରାଇଛନ୍ତି । ସୂଚନା ଅନୁସାରେ ଧର୍ମଗଡ଼ ବ୍ଲକର ବେହେରା ଗାଁରେ ଜୟମନି ଗୋପାଳ ଓ ଭୂମିସୂତା ଗୋପାଳ ଦୁଇ ମହିଳା ଆଜି ଅପରାହ୍ଣ ପ୍ରାୟ ସାଢ଼େ ୪ଟାରେ ଶାଗ ତୋଳିବାକୁ ଯାଇଥିଲେ । ଏହି ସମୟରେ କାଳବୈଶାଖୀ ସହ ବଜ୍ରପାତ ହେବାରୁ ଉଭୟଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି ।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *