Sat. Dec 7th, 2019

ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଗିରଫ

ଭୁବନେଶ୍ଵର : ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ଆଜି ଗିରଫ ହୋଇଥିବା ସୂଚନା ଦେଇଛନ୍ତି କଟକ ଡିସିପି ଅଖିଳେଶ୍ୱର ସିଂ। ଗଣମାଧ୍ୟମକୁ ସେ କହିଛନ୍ତି କୋର୍ଟଙ୍କ ଓ୍ଵାରେଣ୍ଟ ବଳରେ ମାଲଗୋଦାମ ପୋଲିସ ରାଜା ଆଚାର୍ଯ୍ୟକୁ ଗିରଫ କରିଛି। ୨୦୦୪ ମସିହାର ଏକ ହତ୍ୟା ଉଦ୍ୟମ ଏବଂ ଜୁଡୋ କୋଚ୍‌ ବିରଞ୍ଚି ଦାସ ହତ୍ୟା ମାମଲାରେ ସେ ପୂର୍ବରୁ ଗିରଫ ହୋଇଥିଲେ।

Leave a Reply

Your email address will not be published. Required fields are marked *