ଭିଜିଲାନ୍ସ ଜାଲରେ ପିଏଚ୍‌ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ

ଭୁବନେଶ୍ୱର : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ଵର ଜନସ୍ୱାସ୍ଥ୍ୟ ଡିଭିଜନ ଅଧୀକ୍ଷଣ ଯନ୍ତ୍ରୀ ବିଶ୍ୱବନ୍ଧୁ ପାଣିଗ୍ରାହୀଙ୍କ ଘରେ ଆଜି ଭିଜିଲାନ୍ସ ଚଢ଼ଉ। ତାଙ୍କ ପୈତୃକ ଘର ସମେତ ଭଦ୍ରକର ୨ଟି ଓ ଭୁବନେଶ୍ୱରର ୪ଟି ସ୍ଥାନରେ ଭିଜିଲାନ୍ସ ବିଭାଗର ସ୍ୱତନ୍ତ୍ର ଟିମ୍ ଚଢ଼ଉ ଅରିଥିବା ଜଣାପଡିଛି।

ଖବର ଅନୁଯାୟୀ ବିଶ୍ୱବନ୍ଧୁଙ୍କ ଭୁବନେଶ୍ୱର ଭିଏସ୍ଏସ ନଗର କୋଠା, ରୁଦ୍ରପୁର ଆସୋଟେକ ପ୍ରାଇଡ଼ରେ ଫ୍ଲାଟ, ଭଦ୍ରକ ମଠ ସାହିର ବିଲ୍ଡିଂ ଓ ଭଦ୍ରକ ତୋରଣପଡା ପୈତୃକ ଘର ସମେତ ସମ୍ପର୍କୀୟଙ୍କ ଘରେ ଏକାକାଳୀନ ଚଢଉ କରାଯାଇଛି।

Leave a Reply

Your email address will not be published. Required fields are marked *

Back to top button