Tue. Dec 10th, 2019

ଦର୍ଶକଙ୍କ ପସନ୍ଦରେ ରହିଛି ‘ମରଜାୱାଁ’

ମୁମ୍ବାଇ: ଆକ୍ସନ ରୋମାଣ୍ଟିକ ଫିଲ୍ମ ମରଜାୱାଁ ରିଲିଜ ହୋଇଛି। ଦର୍ଶକ ଏହାକୁ ଅଧିକ ପସନ୍ଦ କରୁଛନ୍ତି। ବକ୍ସ ଅଫିସର ରିପୋର୍ଟ ଅନୁସରେ ରିଲିଜର ପ୍ରଥମ ଦିନ ଫିଲ୍ମଟି ୭ କୋଟି ଟଙ୍କା ଆୟ କରିଛି।

ଆକ୍ସନ ରୋମାଣ୍ଟିକ ଏହି ଫିଲ୍ମରେ ଅଭିନେତା ସିଦ୍ଧାର୍ଥ ମଲହୋତ୍ରାଙ୍କ ଆକ୍ସନ ଅବତାର ଦେଖିବାକୁ ମିଳିଛି। ନାୟିକା ତାରା ସତାରିଆ ଓ ଅଭିନେତା ସିଦ୍ଧାର୍ଥଙ୍କ ଲଭ୍, ରୋମାନ୍ସ ଓ ଟ୍ରାଜେଡିକୁ ମୁଖ୍ୟତଃ ସ୍ଥାନ ଦିଆଯାଇଛି। ସିଦ୍ଧାର୍ଥ ଓରଫ ରଘୁଙ୍କ ଜୀବନରେ ତାରା ମାନେ ଜୋୟା ଆସିବା ପରେ କିଭଳି ତାଙ୍କ ଜୀବନରେ ନୂଆ ମୋଡ ଆସିଛି ଏହାକୁ ନେଇ ଫିଲ୍ମ ପ୍ରସ୍ତୁତ ହୋଇଛି।

Leave a Reply

Your email address will not be published. Required fields are marked *