Tue. Dec 10th, 2019

ରିଲାଏନ୍ସ କମ୍ୟୁନିକେସନରୁ ଅନୀଲ ଅମ୍ବାନୀଙ୍କ ଇସ୍ତଫା

ମୁମ୍ବାଇ: କ୍ଷତିରେ ଚାଲୁଥିବା ରିଲାଏନ୍ସ କମ୍ୟୁନିକେସନର ଅଧ୍ୟକ୍ଷ ପଦରୁ ଶିଳ୍ପପତି ଅନୀଲ ଧୀରୁଭାଇ ଅମ୍ବାନୀ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ସଂସ୍ଥାର ୪ ବରିଷ୍ଠ ଅଧିକାରୀ ମଧ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାପଡିଛି। ସେମାନେ ହେଲେ ଛାୟା ଭିରାନି, ରାୟନ କରାନି, ମଞ୍ଜରୀ କାକେର ଓ ସୁରେଶ ରଙ୍ଗାଚର। ୨୦୧୯-୨୦ ଆର୍ଥିକ ବର୍ଷର ସେକେଣ୍ଡ କ୍ୱାର୍ଟରରେ ରିଲାଏନ୍ସ କମ୍ୟୁନିକେସନର କ୍ଷତିର ପରିମାଣ ୩୦,୧୪୨ କୋଟି ଟଙ୍କା ଟପି ଯାଇଛି। ଗତକାଲି କ୍ଷତି ପରିମାଣର ତାଲିକା ପ୍ରକାଶ ପାଇଥିଲା।

Leave a Reply

Your email address will not be published. Required fields are marked *