Sat. Dec 7th, 2019

ଅଗ୍ନି-୨ର ସଫଳ ପରୀକ୍ଷଣ

ଭୁବନେଶ୍ୱର : ଆଜି ଭଦ୍ରକ ନିକଟସ୍ଥ ଅବଦୁଲ କାଲାମ ଦ୍ୱୀପରୁ ଅଣୁ ଅସ୍ତ୍ର ବହନ କରିପାରୁଥିବା ଅଗ୍ନି-୨ କ୍ଷେପଣାସ୍ତ୍ରର ରାତ୍ରିକାଳୀନ ପରୀକ୍ଷଣ ସଫଳ ହୋଇଛି। ଡିଆରଡିଓ ଦ୍ୱାରା ନିର୍ମିତ ଏହି କ୍ଷେପଣାସ୍ତ୍ର ୧୫୦୦-୨୦୦୦ କିଲୋମିଟର ଅତିକ୍ରମ କରି ଲକ୍ଷ୍ୟଭେଦ କରିପାରିବ।

Leave a Reply

Your email address will not be published. Required fields are marked *