Thu. Jun 27th, 2019
320 views

ବୃୃଦ୍ଧି ପାଇଲା ରୋଷେଇ ଗ୍ୟାସ ମୂଲ୍ୟ

ସେୟାର କରନ୍ତୁ:-

ନୂଆଦିଲ୍ଲୀ : ଜୁନ ମାସ ପହିଲାରୁ ଅର୍ଥାତ ଆଜିଠାରୁ ଇନ୍ଧନ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପାଇଛି । ଘରୋଇ ଏଲପିଜି ବିନା ସବସିଡ଼ ଗ୍ୟାସ ୨୫ଟଙ୍କା ଓ ସବସିଡ଼ ଥିବା ସିଲିଣ୍ଡର ଦରରେ ଏକ ଟଙ୍କା ୨୩ ପଇସା ବୃୃଦ୍ଧି ହୋଇଛି ।

 ସରକାରୀ ତୈଳ କମ୍ପନୀ ଗୁଡ଼ିକ ଏଚପିସିଏଲ , ଆଇଓସି ଙ୍କ କହିବା ଅନୁଯାୟୀ ଦିଲ୍ଲୀରେ ଜୁନ ପହିଲାରୁ ଇନ୍ଧନ ଗ୍ୟାସ ସବସିଡ଼ି ଥିବା ଗ୍ୟାସ ସିଲିଣ୍ଡର ୪୯୭.୩୭ରେ ମିଳିବ ଯାହା ପୂର୍ବରୁ ୪୯୬.୧୪ ଟଙ୍କା ଥିଲା ।ଜୁନ ମାସ ପହିଲାରଘରୋଇ ଏଲପିଜି ବିନା ସବସିଡ଼ ଗ୍ୟାସ ୨୫ଟଙ୍କା ଓ ସବସିଡ଼ ଥିବା ସିଲିଣ୍ଡର ଦରରେ ଏକ ଟଙ୍କା ୨୩ ପଇସା ବୃୃଦ୍ଧି ହୋଇଛି । ଅନ୍ତଃରାଷ୍ଟୀୟ ବେପାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି କାରଣରୁ ଘରୋଇ ଗ୍ୟାସ ଉପରେ ଦର ବୃଦ୍ଧି କରାଯାଇଛି ।

ସେୟାର କରନ୍ତୁ:-

Leave a Reply

Your email address will not be published. Required fields are marked *