ଓଡିଶାର ଆଉଜଣେ ସୁନା ଝିଅ ସାଇନା ନେହେଓ୍ଵାଲ୍‌

ନୂଆଦିଲ୍ଲୀ : ରବିବାର ଅଷ୍ଟ୍ରେଲିଆର ଗୋଲ୍‌ଡ୍‌ କୋଷ୍ଟ୍‍ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାନିଆ ନେହଓ୍ଵାଲ୍‌ ସ୍ୱର୍ଣ୍ଣପଦକ ହାସଲ କରି ଭାରତର ପଦକ ସଂଖ୍ୟାକୁ ବୃଦ୍ଧି କରିଛନ୍ତି । ଏହା ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ତାଙ୍କର ଦ୍ୱିତୀୟ ଅବଦାନ । ଏହାକୁ ମିଶାଇ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଏ ବର୍ଷର ପଦକ ସଂଖ୍ୟା ହେଲା ୬୨।

ଏହି ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସାନିଆ ସମୁଦାୟ ପାଞ୍ଚଟି ପଦକ ଜିଣିଛନ୍ତି । ୨୦୧୦ରେ ଗୋଟିଏ ବ୍ୟକ୍ତିଗତ ସ୍ୱର୍ଣ୍ଣ ଏବଂ ମିଳିତ ଦଳ ରୌପ୍ୟ । ୨୦୦୬ରେ ଏକ ମିଳିତ ଦଳ ରୌପ୍ୟ ଏବଂ ୨୦୧୮ରେ ଗୋଟିଏ ସ୍ୱର୍ଣ୍ଣ ପଦକ ।

Posted by janatakhabar

No Comment

Leave a Comment

Your email address will not be published. Required fields are marked *