You are here
Home > Breaking News > କଲ୍ୟାଣ ମଣ୍ଡପ ବୁକିଂ ପାଇଁ ନୂଆ ୱେବସାଇଟ୍

କଲ୍ୟାଣ ମଣ୍ଡପ ବୁକିଂ ପାଇଁ ନୂଆ ୱେବସାଇଟ୍

ଭୁବନେଶ୍ଵର : ସହର ବାସିନ୍ଦାଙ୍କ ପାଇଁ ଖୁସି ଖବର । ଏଣିକି କଲ୍ୟାଣ ମଣ୍ଡପ ବୁକିଂ ପାଇଁ ଆଉ ଦୌଡ଼ିବାକୁ ପଡ଼ିବନି । ନୁଆ ୱେବସାଇଟକୁ ଯାଇ ଅନଲାଇନରେ ବୁକିଂ କରିପାରିବେ । ଖୁବ୍ ଶୀଘ୍ର ସମ୍ବଲପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର, ରାଉରକେଲା, ଝାରସୁଗୁଡ଼ା, କଟକ, ପୁରୀ, ଅନୁଗୋଳ, ଢେଙ୍କାନାଳ ଏବଂ କେନ୍ଦୁଝରରେ ଅନଲାଇନ ବୁକିଂ ବ୍ୟବସ୍ଥା ଆଗାମୀ ୩ ମାସ ମଧ୍ୟରେ କାର୍ଯ୍ୟକାରୀ ହେବ । ଆଗାମୀ ବାହାଘର ଋତୁରେ ସହରୀ ବାସିନ୍ଦାଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଉଛି । ଆକ୍ସିସ ବ୍ୟାଙ୍କ ସହ ଅନୁବନ୍ଧିତ ହୋଇ ପ୍ରାପ୍ୟ ଦେଶର ସରଳ ବ୍ୟବସ୍ଥା କରାଯାଇଛି ।

ସେୟାର କରନ୍ତୁ:-

Leave a Reply

Top