ବେଆଇନ କଫ ସିରଫ୍ ଜବତ

ବରଗଡ : ବେଆଇନ କଫ ସିରଫ୍(କାଶ ଔଷଦ) ବିକ୍ରି ଅଭିଯୋଗରେ ବରଗଡ଼ର ବିଭିନ୍ନ ଜାଗାରେ ଟାଉନ ପୋଲିସ ପକ୍ଷରୁ ଚଢାଉ କରାଯାଇଛି। ଚଢାଉବେଳେ ୨୦୦ ବୋତଲ କଫ ସିରଫ ଓ ୨ଟି ମୋଟର ସାଇକେଲ ଜବତ କରାଯାଇଛି। ଏହା ସହ ୬ଜଣଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ବରଗଡର ରିକି ପ୍ରଧାନ, ବିକାଶ ସାହୁ, ସମ୍ବଲପୁରର ମହମ୍ମଦ ମୁକ୍ତାର, ସାହିଲ ଖାନ, ମାସୁମ ମହମ୍ମଦ ଓ ଅରୁଣ ମହାନନ୍ଦ ।

Posted by janatakhabar

No Comment

Leave a Comment

Your email address will not be published. Required fields are marked *