You are here
Home > Breaking News > ଭାରତର ସୁନା ପୁଅ ଗୌରବ ଓ ସଞ୍ଜୀବ

ଭାରତର ସୁନା ପୁଅ ଗୌରବ ଓ ସଞ୍ଜୀବ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆର ଗୋଲ୍ଡ କୋଷ୍ଟ ଠାରେ ଚାଲିଥିିିବା ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ଭାରତ ୧୦ମ ଦିନରେ ଗୌରବ ସୋଲାଙ୍ଗିଙ୍କ ଓ ସଞ୍ଜୀବ ରାଜପୁତଙ୍କ ଦ୍ଵାରା ୩ଟି ସ୍ୱର୍ଣ୍ଣ ପଦକ ପାଇଛି ।

ଶନିବାର ଭାରତୀୟ ସୁଟର ସଞ୍ଜୀବ ରାଜପୁତ ୫୦ ମିଟର ରାଇଫଲରେ ୪୫୪-୫ ପଏଣ୍ଟ ଓ ୫୨ କିଲୋଗ୍ରାମ ବର୍ଗ ବକ୍ସିଂରେ ଭାରତର ଗୌରବ ସୋଲାଙ୍ଗି ଆୟାରଲ୍ୟାଣ୍ଡ ବ୍ରେଡନ ଇବ୍ରେନଙ୍କୁ ୪-୧ ପଏଣ୍ଟରେ ପରାସ୍ତ କରି ଭାରତକୁ ସ୍ୱର୍ଣ୍ଣ ପଦକ ଦେଇଛନ୍ତି । ଭାରତ ୩ଟି ସ୍ୱର୍ଣ୍ଣ ପଦକ ଜିଣିବା ସହିତ ପଦକ ତାଲିିକାରେ ୨୦ଟି ସ୍ୱର୍ଣ୍ଣ ସହିତ ତୃତୀୟ ସ୍ଥାନରେ ରହିଛି ।

ସେୟାର କରନ୍ତୁ:-

Leave a Reply

Top