ହୋଟେଲ ଓ ସପିଂ ମଲରେ ଅଗ୍ନିଶମ ବିଭାଗର ଚଢଉ

ସମ୍ବଲପୁର : ସମ୍ବଲପୁରର ବିଭିନ୍ନ ହୋଟେଲ ଏବଂ ସପିଂ ମଲରେ ଅଗ୍ନିଶମ ବିଭାଗର ଚଢଉ। ସହରରେ ଥିବା ହୋଟେଲ ଏବଂ ସପିଂ ମଲ୍ ଗୁଡିକରେ କିଭଳି ରହିଛି ଅଗ୍ନି ନିରାପତ୍ତା ବ୍ୟବସ୍ଥା ତାର ଯାଞ୍ଚ ହେଉଛି।

ତାସହ ସେ ସବୁ ସ୍ଥାନରେ ଫାୟାର୍ ସେଫ୍ଟି ଗାଇଡ୍ ଲାଇନ୍ ପାଳନ ହେଉଛି କି ନାହିଁ, ସେନେଇ ତଦାରଖ ଚାଲିଛି । ଭୁବନେଶ୍ୱରରୁ ଯାଇଥିବା ଅଗ୍ନିଶମ ବିଭାଗର ୧୩ଟି ଟିମ୍ ସମ୍ବଲପୁରର ବିଭିନ୍ନ ସ୍ଥାନକୁ ଯାଇ ଚଢଉ କରୁଛନ୍ତି।

Posted by janatakhabar

No Comment

Leave a Comment

Your email address will not be published. Required fields are marked *