You are here
Home > slider-front > ଟି. ୨୦ ଚ୍ୟାଲେଞ୍ଜର ଟ୍ରଫି ପାଇଁ ବିସିସିଆଇର ମହିଳା ଟିମ ଘୋଷଣା

ଟି. ୨୦ ଚ୍ୟାଲେଞ୍ଜର ଟ୍ରଫି ପାଇଁ ବିସିସିଆଇର ମହିଳା ଟିମ ଘୋଷଣା

ନୂଆଦିଲ୍ଲୀ : ବିସିସିଆଇ ସବୁ ଟିମରୁ ୧୩-୧୩ ଖେଳାଳୀଙ୍କ ନାମ ଘୋଷଣା କରିଛନ୍ତି । କର୍ଣ୍ଣାଟକ ଅଲୁରଠାରେ ଅଗଷ୍ଟ ୧୪ରୁ ୨୧ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ସିନିୟର ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫିରେ ମିତାଲି ରାଜ, ଦିପ୍ତି ଶର୍ମା, ଓ ବେଦା କୃର୍ଷ୍ଣ ମୂର୍ତି ଯଥାକ୍ରମେ : ଇଣ୍ଡିଆ ବ୍ଲୁ, ଇଣ୍ଡିଆ ରେଡ ଓ ଇଣ୍ଡିଆ ଗ୍ରୀନର ନେତୃତ୍ୱ ନେବେ ।

ଇଣ୍ଡିଆ ରେଡ, ଦିପ୍ତି ଶର୍ମା, (କ୍ୟାପଟେନ) , ପୁନମ ରାଉତ, ଦୀକ୍ଷା କସାତ, ମୋନା ମେସରାମ, ହରଲୀନ ଦେଓଲ, ତନୁଶ୍ରୀ ସରକାର, ଏକତା ବିଷ୍ଟ, ତନୁଜା କନୱର, ଶିକ୍ଷା ପାଣ୍ଡେ, ଶାନ୍ତି କୁମାରୀ, ରୀମା ଲକ୍ଷ୍ମୀ , ଇକା ନୁଜିତ ପରଭିନ, ଆତିତି ଶର୍ମା

ଇଣ୍ଡିଆ ଗ୍ରୀନ; ବେଦା କୃଷ୍ଣମୂର୍ତି (କ୍ୟାପଟେନ ) ଜେମିମା ରୋଡ୍ରିଗ୍ୟୁଜ, ପ୍ରିୟା ପୁନିଆ, ଦେବିକା ବୈଦ, ମୋନିକା ଦାସ, ଅରନ୍ଧତି ରେଡ୍ଡୀ, ସୁଷମା ବର୍ମା, ରାଜେୱରୀ ଗାଏକୱାଡ , ଫତିମା ଜାଫର, ଦିବ୍ୟ ଦର୍ଶିନି, ସୁକନ୍ୟା ପରିଡା, ଝୁଲଣ ଗୋସ୍ୱାମ ଏବଂ ସଞ୍ଜନା ଏସ ।

ଇଣ୍ଡିଆ ବ୍ଲୁ, , ମିତାଲି,ରାଜ, (କ୍ୟାପଟେନ) ବନିତା ଭିଆର, ଡି. ହେମଲତା, ନେହା ତନୱାର ,ଅନୁଜା ପାଟିଲ, ସଇମା ଠାକୁର,ତାନିଆ ଭାଟିଆ, ରାଧା ଯାଦବ । ପ୍ରିତି ବୋଷ, ପୁନମ ଯାଦବ । କେଯ ଜେମସ, ମାନସୀ ଯୋଶୀ, ଏବଂ ସୁମନ ଗୁଲିଆ ଆଦି ଜଥାକ୍ରମେ ତିନୋଟି ଟିମରେ ନେତୃତ୍ୱ ନେବେ ।

ସେୟାର କରନ୍ତୁ:-

Leave a Reply

Top