You are here
Home > slider-front > ୧୨ରେ ଶପଥ ଗ୍ରହଣ କରିବେ ଜଷ୍ଟିସ କେ.ଏସ୍‌.ଜାଭେରୀଙ୍କ

୧୨ରେ ଶପଥ ଗ୍ରହଣ କରିବେ ଜଷ୍ଟିସ କେ.ଏସ୍‌.ଜାଭେରୀଙ୍କ

କଟକ : ଓଡ଼ିଶା ହାଇକୋର୍ଟର ୩୦ତମ ମୁଖ୍ୟ ବିଚାର ଭାବେ ଜଷ୍ଟିସ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ ଅଗଷ୍ଟ ୧୨ ତାରିଖ ଦିନ ଶପଥ ଗ୍ରହଣ କରିବେ। ୧୨ ତାରିଖ ରବିବାର ଅପରାହ୍‌ଣ ୪ଟା ସମୟରେ ହାଇକୋର୍ଟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ସ୍ୱତନ୍ତ୍ର ଶପଥ ଗ୍ରହଣ ଉତ୍ସବରେ ଜଷ୍ଟିସ ଜାଭେରୀ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ନୂତନ ମୁଖ୍ୟ ବିଚାରପତି ଜଷ୍ଟିସ ଜାଭେରୀଙ୍କୁ ରଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ସୂଚନା ଦିଆଯାଇଛି।

ସେୟାର କରନ୍ତୁ:-

Leave a Reply

Top